ନିରବ ମୋଦୀ ପଳାତକ ଆର୍ଥିକ ଅପରାଧୀ ଘୋଷିତ

ମୁମ୍ବାଇ: ଫେରାର ବ୍ୟବସାୟୀ ନିରବ ମୋଦୀଙ୍କୁ ଆଜି ସ୍ପେସାଲ୍‌ ପ୍ରିଭେନ୍‌ସନ୍‌ ଅଫ୍‌ ମନି ଲଣ୍ଡରିଙ୍ଗ୍‌ ଆକ୍ଟ୍‌ (ପିଏମ୍‌ଏଲ୍‌ଏ) କୋର୍ଟ ‘ଫଜିଟିଭ୍‌ ଇକୋନମିକ୍‌ ଅଫେଣ୍ଡର୍ସ ଆକ୍ଟ୍‌’ ଅଧୀନରେ ପଳାତକ ଆର୍ଥିକ ଅପରାଧୀ ବୋଲି ଘୋଷଣା କରିଛି। ସେ ଏବଂ ଅନ୍ୟ କେତେକ ୩, ୦୦୦ କୋଟି ଟଙ୍କା ପଞ୍ଜାବ ନ୍ୟାସ୍‌ନାଲ୍‌ ବ୍ୟାଙ୍କ୍‌ ଦୁର୍ନୀତି ମାମଲାରେ ଅଭିଯୁକ୍ତ ଅଟନ୍ତି। ପଳାତକ ଆର୍ଥିକ ଅପରାଧୀ ଘୋଷିତ ହେବାରେ ନିରବ ହେଉଛନ୍ତି ଦ୍ୱିତୀୟ। ପ୍ରଥମେ ମଦ … Continue reading ନିରବ ମୋଦୀ ପଳାତକ ଆର୍ଥିକ ଅପରାଧୀ ଘୋଷିତ